ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ:ଏମ୍ସରେ ଚିକିତ୍ସିତ ହେଉଥିଲେ ଝାରପଡ଼ାର ୭୨ ବର୍ଷ ବୟସ୍କ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏ ସଂପର୍କରେ ସୂଚନା ଦିଆଯାଇଛି। ଗତକାଲି (ଏପ୍ରିଲ ୬ ତାରିଖ) ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କଥା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି। ଗୋଟିଏ ପଟେ ରାଜ୍ୟରେ ଆଜି ୪୧ତମ ଆକ୍ରାନ୍ତ ଚିହ୍ନଟ … Continue reading ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ:ଏମ୍ସରେ ଚିକିତ୍ସିତ ହେଉଥିଲେ ଝାରପଡ଼ାର ୭୨ ବର୍ଷ ବୟସ୍କ ଆକ୍ରାନ୍ତ